ଯୁବକଙ୍କ ଦ୍ବାରା ଗ୍ରାମ ସଫେଇ

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ରେ ଯୁବକ  ମାନଙ୍କ  ଦ୍ବାରା ଆଜି ଗ୍ରାମ  ସଫେଇ ଅଭିଯାନ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ  ଯୁବକ ମାନଙ୍କୁ ଉତ୍ସାହିତ  କରିଥିଲେ ।

Advertisement

ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମ ର ଲୋକ ମାନେ ଯୋଗ ଦେଇ  କାର୍ଯ୍ୟରେ ସହଯୋଗ  କରିଥିଲେ ।

Advertisement

Advertisement

Leave a Reply

Your email address will not be published. Required fields are marked *