ଦଶଦଫା ଦାବି ନେଇ ଓଡିଶା ରାଜସ୍ବ ଅମଲା ସଙ୍ଘର ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ।

ଅନୁଗୋଳ ୧୧୲୮(ମାନସ ବିଶ୍ୱାଳ)- ଅନୁଗୋଳ ତହସିଲ ଅଫିସ ସମ୍ମୁଖରେ   ଦଶଦଫା ଦାବି ନେଇ   ସୋମବାର ଓଡିଶା ରାଜସ୍ବ ଅମଲା ସଙ୍ଘ ତରଫରୁ ଅନିର୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ…

” ଅପରେସନ କ୍ଲିନ୍ ” ପାଇଁ ନକ୍ସା ପ୍ରସ୍ତୁତ,
       

ଅନୁଗୋଳ ୧୧୲୮ –  ଅନୁଗୋଳ ଜିଲାପାଳଙ୍କ ଅଫିସରେ ସୋମବାର  ଡିଷ୍ଟିକ  ଅରବାନ ଡେଭେଲପମେଣ୍ଟ ଏଜେନ୍ସିର ଏକ ସମ୍ମିଳିତ ବୈଠକ ଆୟୋଜିତ ହୋଇଯାଇଛି। ଜିଲାପାଳ ଅଧ୍ୟକ୍ଷତା କରିଥିଲେ । …

ନାଲକୋନଗରରେ ଅର୍ନ୍ତଜାତୀୟ ମୂଳନିବାସୀ ଦିବସ ପାଳିତ।

ଅନୁଗୋଳ: ୧୧/୮- : ଅନୁଗୋଳ ସହର ଉପକଣ୍ଠ ସ୍ଥିତ  ନାଲକୋ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ କାର୍ଯ୍ୟାଳୟରେ ଅର୍ନ୍ତଜାତୀୟ ମୂଳନିବାସୀ ଦିବସ ପାଳିତ…

ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ  ପ୍ରସ୍ତୁତି। 
ବିଭିନ୍ନ  କାର୍ଯ୍ୟକ୍ରମ  ପାଇଁ ଦାଇତ୍ବ  ବଣ୍ଟନ।

ଅନୁଗୋଳ ୭।୮-: ଅନୁଗୋଳ ଜିଲା ଭାଜପା  କାର୍ଯ୍ୟାଳୟରେ ଜିଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ  ବୈଠକ ଗୁରୁବାର ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ …

ଓ.ପି ଜିନ୍ଦଲ ଫୁଟବଲ କପ୍ ଉଦଘାଟିତ:

ଆଠମଲ୍ଲିକକୁ ହରାଇ ଝାରସୁଗୁଡ଼ା ବିଜୟୀ,

ଅନୁଗୋଳ ୭।୮ – ଅନୁଗୋଳ ସହର ସ୍ଥିତ  କଦମ୍ବ  ପଡିଆରେ  ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚରେ ଆଠମଲ୍ଲିକ ଦଳକୁ ପରାସ୍ତ କରି ଝାରସୁଗୁଡ଼ା ଦଳ…

ଓ.ପି. ଜିନ୍ଦଲଙ୍କ ୯୫ତମ ଜନ୍ମବାର୍ଷିକୀ ପାଳିତ,

ବିଭିନ୍ନ  ସ୍ମାରକୀ କାର୍ଯ୍ୟକ୍ରମର ଉଦଘାଟନ।

ଅନୁଗୋଳ ୭।୮ – ଅନୁଗୋଳ ସହର ଉପକଣ୍ଠ ସ୍ଥିତ ଜିନ୍ଦଲ ଷ୍ଟିଲ  ପକ୍ଷରୁ ଏହାର ଦୂରଦର୍ଶୀ ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୯୫ତମ ଜନ୍ମବାର୍ଷିକୀ…

୨୦୨୨ ବ୍ୟାଚର ଓଏଏସ୍ ଅଧିକାରୀ ମାନଙ୍କର ଜିଲାରେ ଗ୍ରାମ ପରିଦର୍ଶନ ପ୍ରଶିକ୍ଷଣ ।

ଅନୁଗୋଳ ୭।୮-  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୋପବନ୍ଧୁ ଏକାଡେମୀ ଭୁବନେଶ୍ବରରୁ ୨୦୨୨ ବ୍ୟାଚର ୮୪ ଜଣ ଓଡିଶା ପ୍ରସାଶନିକ ସେବାର ଅଧିକାରୀମାନେ ଅନୁଗୋଳ ଜିଲାକୁ ଗାଁ ପରିଦର୍ଶନ…

ନାଲକୋ ସହାୟତାରେ, ଯକ୍ଷ୍ମା ରୋଗୀ ମାନଙ୍କ ପାଇଁ ପୋଷଣ ଯୋଜନାର ଶୁଭାରମ୍ଭ ।

ଅନୁଗୋଳ ୫।୮-  ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଭାଘର ଠାରେ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଅଭିଯାନ ଅଧୀନରେ ନାଲକୋ ସହାୟତାରେ  ପୋଷଣ ନିକ୍ଷୟ ଯୋଜନାର…

ନାଲକୋ ଠିକା ଶ୍ରମିକଙ୍କ କଲୋନୀରେ ରାଲି।

ଅନୁଗୋଳ: ୬/୮-: ଠିକା ଶ୍ରମିକଙ୍କ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସ୍ମେଲ୍ଟର ପ୍ଲାଣ୍ଟ ଅଧୀନରେ କାର୍ଯ୍ୟରତ ୧୨୦କର୍ମଚାରୀ ମାନଙ୍କ ଟେଣ୍ଡର ପ୍ରକ୍ରିୟା ଶେଷ…

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ  ରକ୍ତଦାନ ଶିବିର ଆୟୋଜିତ, ୩୫୭ ରକ୍ତ ୟୁନିଟ୍ ସଂଗୃହିତ

ଅନୁଗୋଳ ୬।୮ – ଅନୁଗୋଳ ସହର ଉପକଣ୍ଠ ରେ ଅବସ୍ଥିତ  ଓ.ପି. ଜିନ୍ଦଲ ଗୋଷ୍ଠୀର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲ (ବାଉଜୀ)ଙ୍କ ଐତିହ୍ୟ ଓ ଯୋଗାଦାନକୁ ସମ୍ମାନ…