ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ରେ ଯୁବକ ମାନଙ୍କ ଦ୍ବାରା ଆଜି ଗ୍ରାମ ସଫେଇ ଅଭିଯାନ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ ।
ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମ ର ଲୋକ ମାନେ ଯୋଗ ଦେଇ କାର୍ଯ୍ୟରେ ସହଯୋଗ କରିଥିଲେ ।