ସାତକୋଶିଆକୁ ମିଳିଲା ରାମସାର ମାନ୍ୟତା



ଅନୁଗୋଳ ୨।୮- ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ୟୁନିସ୍କୋ ପକ୍ଷରୁ ରାମସାର ମାନ୍ୟତା ମିଳିଛି । ଏଭଳି ଏକ ଅନୁରରାଷ୍ଟ୍ରୀୟ ମାନ୍ୟତା ହାସଲ କରିବା ଏକ ଗୌରବର କଥା । ସାରା ଭାରତ ବର୍ଷରେ ଚଳିତ ଥର ୧୦ ସ୍ଥାନ ଏହି ରାମସାର ମାନ୍ୟତା ପାଇଥିବା ବେଳେ ଏହା ଭିତରୁ ସାତକୋଶିଆ ଅନ୍ୟତମ ।

               ଓଡିଶାର ଏହା ତୃତୀୟ ସ୍ଥାନ ଭାବେ ଏହି ମାନ୍ୟତା ପାଇଥିବା ବେଳେ ପୂର୍ବରୁ ଭିତରକନିକା ଓ ଚିଲିକା ଏହି ମାନ୍ୟତା ପାଇଥୂଲା । ସମଗ୍ର ବିଶ୍ବରେ ଆର୍ଦ୍ରଭୂମିଗୁଡିକର ଚିହ୍ନଟ କରାଯାଇ ରାମସର ସ୍ବୀକୃତି ଦିଆ ଯାଇଥାଏ, ଯାହା ଆନ୍ତର୍ଜାତୀୟ ସ୍ମରରେ ଗୁରୁତ୍ବପୂର୍ଣ୍ଣ ଅଟେ ।

Advertisement

Leave a Reply

Your email address will not be published. Required fields are marked *